Below header
Browsing Tag

pakora

କୋହଲା ପାଗରେ ପ୍ରସ୍ତୁତ କରନ୍ତୁ ଗରମା ଗରମ କାକୁଡି ପକୋଡି, କେବେବି ଖାଇନଥିବେ ଏମିତି ସ୍ୱାଦ

ବର୍ଷା ପାଗ ସାଙ୍ଗକୁ ଶୀତୁଆ ଅନୁଭବରେ ଗରମା ଗରମ ପକୋଡି ଖାଇବାକୁ ଇଚ୍ଛା ହୋଇଥାଏ। କୋହଲା ପାଗକୁ ଗରମ ଗରମା ପକୋଡି ଦିନକୁ ଆହୁରି ସୁନ୍ଦର କରିଦିଏ। ଆପଣଙ୍କ ଟେଷ୍ଟକୁ ନଜରରେ ରଖି ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ରେସିପି ନେଇ ଆସିଛୁ। ଆପଣ କାକୁଡି ପକୋଡି କେବେ ଖାଇଛନ୍ତି। ଯଦି ଖାଇନାହାନ୍ତି…