ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୩ ଦିନ ଛୁଟି
ଭୁବନେଶ୍ୱର (କେନ୍ୟୁଜ): ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ୍ ଦେବା ପାଇଁ ୩ ଦିନ କାଜୁଆଲ୍ ଲିଭ୍ ଦିଆଯିବ । ଏହା ସାଧାରଣ ସିଏଲ୍ ଭାବେ ଗଣତି ହେବ ନାହିଁ । ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି ପଞ୍ଚାୟତରାଜ ସଚିବ ଅଶୋକ କୁମାର ମୀନା ।…