Browsing Tag

panchayat office

ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ଚାଲିଛି ମଦ ସହିତ ମାଂସ ଭୋଜି, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

ଭଞ୍ଜନଗର: ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ମାଂସ ଭୋଜି । ଖାଲି ମାଂସ ନୁହେଁ ତା ସାଙ୍ଗକୁ ମଦ । ସରପଞ୍ଚ ପ୍ରତିନିଧିଙ୍କ ସହ କିଛି ସମର୍ଥକ, ଜିଆରଏସ୍ ଏବଂ ସ୍ଥାନୀୟ କିଛି ଯୁବକ ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ଏଭଳି ଭୋଜି କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ବ୍ଳକ୍ ଅନ୍ତର୍ଗତ…