Browsing Tag

paneer masala dosa

ଘରେ ପ୍ରସ୍ତୁତ କରନ୍ତୁ ‘ପନୀର ମସଲା ଦୋସା’, ସ୍ୱାଦ ପୂରା ଅଲଗା

ଦକ୍ଷିଣ ଭାରତର ପ୍ରସିଦ୍ଧ ବ୍ୟଞ୍ଜନ ଦୋସାକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଏହା ସ୍ୱାଦରେ ଏକଦମ୍‌ ଜବରଦସ୍ତ ହୋଇଥାଏ। ଦୋସା ବିଭିନ୍ନ ପ୍ରକାରର ଥାଏ, ଯାହାର ସ୍ୱାଦ ଅନେକ ଅନେକ ପ୍ରକାରର ମଧ୍ୟ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ‘ପନୀର ମସଲା ଦୋସା’ ରେସିପି ବିଷୟରେ ଜଣାଇବୁ। ତେବେ…