Below header
Browsing Tag

parad shivalinga

ପୃଥିବୀର ସବୁଠୁ ବଡ଼ ସ୍ପଟିକ ଶିବଲିଙ୍ଗ

ଶ୍ରାବଣ ମାସରେ ଦେବ ଦେବ ମହାଦେବ ଭୋଳାନାଥଙ୍କୁ ପୂଜା ଅର୍ଚନା କଲେ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି l ତେଣୁ ଆପଣ ମାନଙ୍କ ଭିତରୁ ଅନେକ ଶିବ ଲିଙ୍ଗ ରେ ଏହି ମାସରେ ଜଳାଭିଷେକ କରୁଥିବେ l ତେବେ ଦେଶରେ ତ ଦ୍ୱାଦଶ ଶିବ ଲିଙ୍ଗ ରହିଛି କିନ୍ତୁ ଏଠାକୁ ସମସ୍ତେ ଯିବା ସମ୍ଭବ…

ବାସ୍ତୁ ଦୋଷ ଦୂର କରିବ ପାରଦ ଶିବଲିଙ୍ଗ

ଶ୍ରାବଣ ମାସ ବିଶେଷ ରୂୂପେ ଭଗବାନ ଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସକୁ ପବିତ୍ର ମାସ ରୂପେ ମନାଯାଏ । ଭଗବାନ ଶିବଙ୍କ ଏହି ମାସରେ ଅନେକ ଭକ୍ତ ଶିବଙ୍କ ପାଇଁ ବ୍ରତ ଉପବାସ ରଖିଥାନ୍ତି। ତେବେ ଏହା ପ୍ରମୁଖ ରୂପେ ୨ ପ୍ରକାରର ଥାଏ । ପ୍ରଥମ ଆକାଶୀୟ ବା ଉଲ୍କା ଶିବଲିଙ୍ଗ ଏବଂ ୨ୟ ପାରଦ…