Browsing Tag

paradip accident

ଦାନ୍ତ ଚିକିତ୍ସା କରି ଘରକୁ ଫେରୁଥିବା ବେଳେ ଦମ୍ପତିକୁ ଧକ୍କା ଦେଲେ ଟ୍ରକ: ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଗଲେ ସ୍ବାମୀ

ପାରାଦୀପ(କେନ୍ୟୁଜ୍):  ପାରାଦୀପ ଅଠରବାଙ୍କୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ଆଇରନ ଟ୍ରକ। ସ୍କୁଟିରେ ଥିବା ମହିଳାଙ୍କୁ ଉଦ୍ଧାର କରି ନିକଟରେ ଥିବା ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ୍ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।ମୃତା…