ପୂର୍ବତନ ହକି ତାରକା ପିଟର ଓ କୋଚ୍ ହରିପ୍ରସାଦଙ୍କୁ ମିଳିଲା କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କି ଏବଂ ରାଜ୍ୟର ଜଣାଶୁଣା ପ୍ରଶିକ୍ଷକ ହରି ପ୍ରସାଦ ପଟ୍ଟନାୟକଙ୍କୁ ୨୦୨୦-୨୧ କ୍ରୀଡ଼ା ଋତୁ ପାଇଁ କମଲ ଗାଙ୍ଗୁଲି ସ୍ମାରକୀ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି।
ପରଲୋକଗତ ବିଶିଷ୍ଟ କ୍ରିକେଟ୍ ପ୍ରଶିକ୍ଷକ…