Below header
Browsing Tag

petrol price reduce

ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ପେଟ୍ରୋଲ ଓ ଡିଜେଲ ଦର

ଆଉ ୩ ଦିନ ପରେ ନୂଆବର୍ଷ ଆସିଯିବ। ୨୦୨୨କୁ ବିଦାୟ ଦେଇ ଲୋକେ ୨୦୨୩କୁ ସ୍ୱାଗତ କରିବେ। ଆଉ ଏମିତିରେ ଲୋକମାନେ ଚାରିଆଡେ ପିକନିକ୍‌ ପାଇଁ ବୁଲିବାକୁ ଯାଉଥିବା ବେଳେ ସେମାନଙ୍କୁ ଖୁସି ଖବର ମିଳିଛି। କମିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୧…

ଦିଲ୍ଲୀରେ ୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ, କେଜରିଓ୍ଵାଲ ସରକାରଙ୍କ ବଡ଼ ଘୋଷଣା

୮ ଟଙ୍କା ଶସ୍ତା ହେଲା ପେଟ୍ରୋଲ। ଦିଲ୍ଲୀର କେଜରିଓ୍ଵାଲ ସରକାର ଆଜି କ୍ୟାବିନେଟ୍‌ ବୈଠକରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ଠାରୁ ଦିଲ୍ଲୀରେ ପେଟ୍ରୋଲର ଏହି ନୂଆ ଦାମ୍‌ ଲାଗୁ ହେବ। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ…

ତେଲ ତ କମିଲା, ଏବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବି କମୁ

ଭୁବନେଶ୍ୱର(ତୃଷ୍ଣା ପ୍ରିୟଦର୍ଶିନୀ): ଦୀପାବଳି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଭେଟି ଦେଇଛନ୍ତି। ପ୍ରଥମେ କେନ୍ଦ୍ର ସରକାର ଦୀପାବଳିରେ ଉପହାର ସ୍ୱରୂପ ପେଟ୍ରୋଲ ଓ ଡିଜେଲ ଦର କମାଇଥିବା ବେଳେ ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ତୈଳ ଦରରୁ ଭାଟ୍‌ ଛାଡ଼ କରିଛନ୍ତି। ଦୀର୍ଘ…

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର: ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର। ତେଲରୁ ୩ ଟଙ୍କା ଭାଟ୍‌ ହ୍ରାସ କଲେ ରାଜ୍ୟ ସରକାର। ତେଲ ଦର ୩ ଟଙ୍କା କମିଲା। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେଟ୍ରୋଲ ଓ ଡିଜେଲ୍‌ରୁ ୩ ଟଙ୍କା ଭାଟ୍‌ କମାଇଲେ ସରକାର। ୫ ତାରିଖ ମଧ୍ୟରାତ୍ରିରୁ…

ଗ୍ରାହକଙ୍କ ପାଇଁ ଖୁସିଖବର : ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ସହିତ ସୁନା ଦର, ଜାଣନ୍ତୁ କେତେ ହେଲା ଦାମ୍‌

ମଙ୍ଗଳବାର ଅର୍ଥାତ ଆଜି ପେଟ୍ରୋଲ ଏବଂ ଡିଜେଲ ଦାମ୍‌ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଆଜି ଗ୍ରାହକଙ୍କୁ ଏକ ଲିଟର ପେଟ୍ରୋଲ ଏବଂ ଡିଜେଲ ପାଇଁ ଗତକାଲି ଅପେକ୍ଷା କମ୍‌ ଟଙ୍କା ଦେବାକୁ ହେବ। ଏହାପୂର୍ବରୁ ସାତ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ସେହିପରି…