Below header
Browsing Tag

pichu factory fire

ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିିରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିିରେ ଭୟାବହ ଅଗ୍ନିକାଣ୍ଡ । ନିଆଁଲିଭା କାର୍ଯ୍ୟରେ ୩ଟି ଦମକଳ ଗାଡି ନିୟୋଜିତ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ରାତି ୯ଟା ସମୟରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା ।…

ସମ୍ବଲପୁର: ହୁତୁହୁତୁ ହୋଇ ଜଳି ଉଠିଲା ପିଚୁ କାରଖାନା, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ । ସଦର ଥାନା ଅନ୍ତର୍ଗତ ଜୟନ୍ତପୁରରେ ଗତକାଲି ରାତି ପାଖାପାଖି ୯ଟା ସମୟରେ ଶ୍ରମିକ କାମ କରୁଥିବାବେଳେ ହଠାତ୍ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମୁତାବକ ସ୍ଥାନୀୟ ଏକ ପିଚୁ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା।…