Below header
Browsing Tag

Pickup van seized

ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର୍ ଫେରାର୍

ଆଠମଲ୍ଲିକ(କେନ୍ୟୁଜ୍): ପିକଅପ୍ ଭ୍ୟାନ୍‌ରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ରାଜିଙ୍ଗ ଗାଁରେ ଗତକାଲି ଘଟିଛି ଏହି ଘଟଣା। ଏହି ଗାଁରୁ ଚାଲାଣ ହେଉଥିଲା କେନ୍ଦୁପତ୍ର । ଏନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ବନ ବିଭାଗ ପକ୍ଷରୁ ଚଢାଉ…

ଭଦ୍ରକ ଗରଦପୁର ମିଲ୍‌ ଛକ ନିକଟରେ ଷଣ୍ଢ ବୋଝେଇ ପିକଅପ ଭ୍ୟାନ୍ ଜବତ, ଡ୍ରାଇଭର ଫେରାର

ଭଦ୍ରକ: ଷଣ୍ଢ ବୋଝେଇ ପିକଅପ ଭ୍ୟାନ୍ ଜବତ । ଭଦ୍ରକ ପୁରୁଣା ବଜାର ଥାନା ଗରଦପୁର ମିଲ୍‌ ଛକ ନିକଟରେ ଭ୍ୟାନ ଜବତ କରିଛି ପୋଲିସ। ଭ୍ୟାନରେ ୩ଟି ଷଣ୍ଢ ବେଆଇନ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକ ଦେଖିଥିଲେ । ପରେ ଘଣ୍ଟାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପିକଅପ୍‌ ଭ୍ୟାନକୁ…