ଭଦ୍ରକ ଗରଦପୁର ମିଲ୍‌ ଛକ ନିକଟରେ ଷଣ୍ଢ ବୋଝେଇ ପିକଅପ ଭ୍ୟାନ୍ ଜବତ, ଡ୍ରାଇଭର ଫେରାର

ଭଦ୍ରକ: ଷଣ୍ଢ ବୋଝେଇ ପିକଅପ ଭ୍ୟାନ୍ ଜବତ । ଭଦ୍ରକ ପୁରୁଣା ବଜାର ଥାନା ଗରଦପୁର ମିଲ୍‌ ଛକ ନିକଟରେ ଭ୍ୟାନ ଜବତ କରିଛି ପୋଲିସ। ଭ୍ୟାନରେ ୩ଟି ଷଣ୍ଢ ବେଆଇନ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକ ଦେଖିଥିଲେ ।

ପରେ ଘଣ୍ଟାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପିକଅପ୍‌ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକ। ପୋଲିସ ପହଂଚି ଭ୍ୟାନ ଜବତ କରିବା ସହ ଷଣ୍ଢକୁ ଉଦ୍ଧାର କରିଥିଲା। ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା ଦେଖିବକେ ମିଳିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

You might also like