Below header
Browsing Tag

piyush jain arrested

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ କାନପୁରର କୁବେର ବ୍ୟବସାୟୀ ପୀୟୂଷ ଜୈନ୍‌, ଜବତ ହୋଇଥିଲା ୨୮୪ କୋଟି ଟଙ୍କା ସହ…

କାନପୁର : ଜେଲ ଗଲେ କାନପୁର ବ୍ୟବସାୟୀ ପୀୟୂଷ ଜୈନ୍‌ । ୧୪ ଦିନ ପାଇଁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ଘରୁ ୨୮୪ କୋଟି ଟଙ୍କା, ୨୩ କିଲୋ ସୁନା ଓ ୬୦୦ କିଲୋ ଚନ୍ଦନ କାଠ ଜବତ ହୋଇଛି। ଟିକସ୍‌ ଫାଙ୍କି ଅଭିଯୋଗରେ ରେଡ୍‌ ବେଳେ ତାଙ୍କ ଘରୁ ପ୍ରଥମେ ୧୯୪ କୋଟି ଟଙ୍କା…