୬ ଟଙ୍କାରୁ କମ୍ ମୂଲ୍ୟରେ ଯାତ୍ରା କରନ୍ତୁ ୨୦ କିଲୋମିଟର, କିଣିବେକି ଆପଣ ଏହି ଜବରଦସ୍ତ ଇଲେକଟ୍ରିକ ସ୍କୁଟର
ପେଟ୍ରୋଲ ଡିଜେଲର ଦାମ୍ ଦିନକୁ ଦିନ ବଢ଼ୁଥିବା କାରଣରୁ ବର୍ତ୍ତମାନ ଇଲେକଟ୍ରିକ ବାଇକ ଏବଂ ସ୍କୁଟର୍ସର ଡିମାଣ୍ଡ ବହୁତ ବେଶି ରହିଛି। ଏହାକୁ ନଜରରେ ରଖି ନିକଟରେ ପ୍ୟୋର ଇଭି ନିଜର ଇ-ସ୍କୁଟର ଇପ୍ଲୁଟୋ ୭ଜିକୁ ଲଞ୍ଚ୍ କରିଛି।
ପ୍ୟୋର ଇଭି ଇପ୍ଲୁଟୋ ୭ଜିକୁ ଥରେ ଫୁଲ ଚାର୍ଜ କରିବା ପରେ…