ସିଡିି ଏବଂ ଖଟିଆ ସାହାଯ୍ୟରେ ଖେଳା ଯାଉଥିବା ଖେଳକୁ ଦେଖିଲେ ଆପଣ କହିବେ, ‘ବାଃ ଦେଶୀ ଜୁଗାଡ ଜିନ୍ଦାବାଦ’
ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି। ଅନେକ ଭିଡିଓ ଏମିତି ହୋଇଥାଏ ଯେ ଯାହାକୁ ଦେଖିବା ପରେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଭିଡିଓକୁ ଦେଖିବା ପରେ କହିବେ ଆରେ ଭାଇ ଏ ଦୁନିଆରେ କେତେ କେତେ ପ୍ରତିଭାଶୀଳ ବ୍ୟକ୍ତି ଅଛନ୍ତି। ଏମିତି ଏକ ଭିଡିଓ ସୋସିଆଲ…