Below header
Browsing Tag

police and maoists firing

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ସର୍ଚ୍ଚ ଅପରେସନ ଜୋରଦାର

ବରଗଡ଼ (କେନ୍ୟୁଜ): ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ।  ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗୁଳିବିନିମୟ ହୋଇଛି ।  ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ରହିଛି । ପାଇକମାଳ ଗନ୍ଧମାର୍ଦ୍ଦନ…