Browsing Tag

pollution in titilagarh

ଟିଟିଲାଗଡ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ଯସ୍ତ, ଚାରିଆଡେ କୁଢ଼ କୁଢ଼ ଅଳିଆ

ଟିଟିଲାଗଡ(କେନ୍ଯୁଜ୍) : ଟିଟିଲାଗଡ ସହରରେ ବିପର୍ଯ୍ଯସ୍ତ ପରିମଳ ବ୍ୟବସ୍ଥା । ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧପୂର୍ଣ୍ଣ ପରିବେଶ । ପୌରପରିଷଦ କର୍ମଚାରୀ କେବଳ ନାଳ ନର୍ଦ୍ଦମା ସଫେଇ କରି ଚାଲିଯାଆନ୍ତି । ଗତ ୨ତାରିଖଠାରୁ ରାଜ୍ୟ ସରକାର ପଲଥିନ୍‌ ବ୍ୟାନ କରିଥିଲେ ସୁଦ୍ଧା,…