Below header
Browsing Tag

polythine ban

କଟକରେ ସିଏମସିର ଏନଫୋର୍ସ ମେଣ୍ଟ ଟିମର ଚଢଉ, ୬୦ କେଜି ପଲିଥିନ ଜବତ

ଭୁବନେଶ୍ବର(କେନ୍ୟୁଜ୍):  ଦେଶରେ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ ଉପରେ କଟକଣା। ଜୁଲାଇ ପହିଲାରୁ ଏହା ଲାଗୁ ହେବା ପରେ କଟକ ମହାନଗର ନିଗମରେ ଜୋରଦାର ପଲିଥିନ ଚଢଉ ଆରମ୍ଭ। ସହରରେ ପଲିଥିନର ବ୍ୟାପକ ବ୍ୟବହାର ହେଉଥିବା ସ୍ଥାନରେ ସିଏମସିର ଏନଫୋର୍ସ ମେଣ୍ଟ ଟିମ ଚଢଉ କରିଛି। ଗତକାଲି ନନ୍ଦି ସାହି,…