Below header
Browsing Tag

poor family

ଯନ୍ତ୍ରଣାରେ ଛଟପଟ ହେଉଛି ୬ ବର୍ଷର ଶିଶୁ ପୁତ୍ର, ସାହାଯ୍ଯ ଅପେକ୍ଷାରେ ପରିବାର

ନୂଆପଡା: ସରକାର ଅସହାୟଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ସବୁ ଯୋଜନା କଣ ସମସ୍ତଙ୍କ ପାଖରେ ପହଁଚି ପାରୁଛି? ଏହାର ଉତ୍ତର କେବଳ ସେହି ଦିନ ମଜୁରିଆ ଖଟିକିଆ ମାନେ ହିଁ ଦେଇପାରିବେ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବକ୍ଲରୁ ।…

ବାଲେଶ୍ୱର: ଜୀବନ ଯୁଦ୍ଧରେ ବିଜୟଙ୍କ ସଂଗ୍ରାମ, ହାରିଯିବା ପୂର୍ବରୁ ମିଳିଯାଆନ୍ତା କି ସରକାରୀ ସହାୟତା

ବାଲେଶ୍ୱର(କେନ୍ୟୁଜ୍) : କେତେ ଦିନ ଆଉ ଆଖିର ଲୁହକୁ ପିଇ ଶୋଷ ମେଂଟାଇବେ ଆଉ ଦୁଃଖ ଯନ୍ତ୍ରଣାର ପ୍ରହାର ଉପରେ ପ୍ରହାର ଖାଇ ବଂଚିବେ । ଗୋଟିଏ ପଟେ ମେଡିକାଲ ବେଡରେ ପଡି ପଢିଲା ଓ ବଢିଲା ପୁଅ ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ୫ବର୍ଷ ହେବ ଆର୍ଥିକ ଅନଟନ ଯୋଗୁଁ ପକ୍ଷାଘାତ ରୋଗୀ ବାପର…