ଭାରତ ନିର୍ମିତ ୪ ‘ପ୍ରଚଣ୍ଡ’ ହେଲିକପ୍ଟର କିଣିବ ନାଇଜେରିଆ
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL)ରୁ ନାଇଜେରିଆ କିଣିବାକୁ ଯାଉଛି ଚାରୋଟି ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ । ଏଥିପାଇଁ ସେମାନେ ସଫ୍ଟ କ୍ରେଡିଟ୍ ବ୍ୟବସ୍ଥା କରୁଛନ୍ତି । ନାଇଜେରିଆ ସେନା ଅଧିକାରୀମାନେ ଧ୍ରୁବ ହେଲିକପ୍ଟର ଉଡ଼ାଇବା ଅଭ୍ୟାସ କରିଛନ୍ତି । ପ୍ରଚଣ୍ଡ ଏହି…