ଚୀନ ଉପରେ ନଜର ରଖିବ ଭାରତୀୟ ସେନାର ନୂଆ ଶକ୍ତି ପ୍ରଚଣ୍ଡ, ପରୀକ୍ଷଣରେ ହେଲା ସଫଳ

ଚୀନ ଉପରେ ନଜର ରଖିବ ଭାରତୀୟ ସେନାର ନୂଆ ଶକ୍ତି ପ୍ରଚଣ୍ଡ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବହୁମୁଖୀ ଲାଇଟ କମ୍ୱାଟ ହେଲିକପ୍ଟର ପ୍ରଚଣ୍ଡ ସଫଳତାର ସହ ପରୀକ୍ଷଣ ଶେଷ କରିଛି। ପାର୍ବତ୍ୟାଞ୍ଚଳରେ ଟାର୍ଗେଟକୁ ନିପାତ କରିବା ସହ ଦିନ ରାତି ଫାୟାରିଂ କରି ପରୀକ୍ଷଣରେ ସଫଳ ହୋଇଛି ପ୍ରଚଣ୍ଡ ହେଲିକପ୍ଟର।

ଭାରତୀୟ କମ୍ପାନୀ ହାଲ୍ ଓ ଫ୍ରାନ୍ସର ସାଫ୍ରାନ ଦ୍ୱାରା ନିର୍ମିତ ଶକ୍ତି ଇଞ୍ଜିନରେ ସମୃଦ୍ଧ ଏହି ହେଲିକପ୍ଟରରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଅସ୍ତ୍ରଶସ୍ତ୍ର ରହିଛି। ଭାରତୀୟ ସେନାର ଗତି, ସଠିକତା ଓ ଦକ୍ଷତାକୁ ଏହି ହେଲିକପ୍ଟର ନୂତନ ମଂଚ ପ୍ରଦାନ କରିବ। ଭାରତୀୟ ସେନା ଓ ବାୟୁ ସେନା ପ୍ରଚଣ୍ଡକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.