Below header
Browsing Tag

practice match in sydney

ଋଷଭଙ୍କ ଧୂଆଁଧାର ବ୍ଯାଟିଂ, ୪୭୨ ରନରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ

ଟେଷ୍ଟ ସିରିଜ ପୂର୍ବରୁ ସିଡନୀରେ ଭାରତ-ଏ ଓ ଅଷ୍ଟ୍ରେଲିଆ-ଏ ମଧ୍ୟରେ ଦ୍ବିତୀୟ ଅଭ୍ୟାସ୍ ମ୍ୟାଚ୍ ଖେଳା ଯାଉଛି। ଅଭ୍ୟାସ୍ ମ୍ୟାଚର ଦ୍ବିତୀୟ ଦିନରେ ଋଷଭ ଧୂଆଁଧାର ଶତକୀୟ ଇନିଂସ ଖେଳିଥିବା ବେଳେ ହନୁମା ବିହାରୀ ଦମଦାର ଶତକ ମାରିଛନ୍ତି। ଶନିବାର ଭାରତ-ଏ ୪ ଓ୍ବିକେଟ ହରାଇ ୩୮୬ ରନ୍ କରିଛି।…