Browsing Tag

praja meli at malkangiri

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ସରକାର ଯୋଗାଇଥିବା ସମସ୍ତ ଯୋଜନା ପାଇଁ ଦେଲେ ଧନ୍ୟବାଦ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ହେଲେ ସରକାରଙ୍କ ବିରୋଧରେ ନୁହେଁ । ବରଂ ସରକାର ପହଁଚାଇଥିବା ସମସ୍ତ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁଠାରେ ପ୍ରଜାମେଳି ହୋଇ ସରକାରଙ୍କ ବିରୋଧରେ ସ୍ୱର ଉଠିଥାଏ, ସେଇଠି ଶୁଭୁଛି ସରକାରଙ୍କୁ ଧନ୍ୟବାଦ ନାରା ।…

ମାଲକାନଗିିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ସାମିଲ ହେଲେ ୫ ହଜାରରୁ ଅଧିକ ମହିଳା ଓ ପୁରୁଷ

ମାଲକାନଗିିରି: ମାଲକାନଗିିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ଓରାପଦରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଶତାଧିକ ଲୋକ ନ୍ୟାଯ୍ୟ ଦାବି ପାଇଁ ମେଳି ବାନ୍ଧିଛନ୍ତି । ସାମିଲ ହୋଇଥିଲେ ୫ ହଜାରରୁ ଅଧିକ ମହିଳା ଓ ପୁରୁଷ। ସ୍ୱାଭିମାନ ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ଆନ୍ଧ୍ରର ଲୋକମାନେ ମାଗଣାରେ…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ୨୫ଟି ଗାଁର ହଜାର ହଜାର ଲୋକେ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ଖଜୁରିପଡ଼ାରେ ମାଓବାଦୀ ସଂଗଠନ ପକ୍ଷରୁ ଏହି ପ୍ରଜାମେଳି କରାଯାଇଥିଲା। ଏକାଠି ହୋଇଥିଲେ ନକାମାମୁଡି, ଯନ୍ତ୍ରୀ, ପଣସପୁଟ, ଆଣ୍ଡ୍ରପାଲି ପଞ୍ଚାୟତର ୨୫ଟି ଗାଁର ହଜାର ହଜାର ଲୋକ। ନାକାମାମୁଡି ପଞ୍ଚାୟତ ଅଧୀନରେ…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିରାଟ ପ୍ରଜାମେଳି , ଆଦିବାସୀଙ୍କୁ ଏକାଠି କରି ଦେଲେ ସରକାର ବିରୋଧୀ ନାରା

ମାଲକାନଗିରି(କେନ୍ୟୁଜ୍) : ମାଲକାନଗିରିରେ ମାଓବାଦୀଙ୍କ ପ୍ରଜାମେଳି । ହଜାର ହଜାର ଆଦିବାସୀଙ୍କୁ ଏକତ୍ରିତ କରି ସରକାର ବିରୋଧୀ ନାରା ଦେଲେ ମାଓବାଦୀ । ଆନ୍ଧ୍ର ଓଡ଼ିଶା ଜୋନାଲ କମିଟି ପକ୍ଷରୁ ଏହି ପ୍ରଜାମେଳି କରାଯାଇଥିଲା । ଗତ ଦୁଇ ଦିନ ପୂର୍ବେ ଏଭଳି ମେଳି କରିଥିବାବେଳେ ଗତକାଲି ପୁଣି…