Browsing Tag

prisoner escapes

କଟକ : ହସ୍ପିଟାଲରୁ ଫେରାର ହେଲା ହତ୍ୟା ଅଭିଯୁକ୍ତ, ମଙ୍ଗଳାବାଗ ଥାନାରେ ଏତଲା

କଟକ(କେନ୍ୟୁଜ୍): କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କଏଦୀ ଫେରାର ଘଟଣା । ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ । ଫେରାର ବିଚାରାଧୀନ କଏଦୀ ହେଲା କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳର ମୁକୁ ସାନ୍ତା । ଫେରାର ଆସାମୀ ବିରୋଧରେ ହତ୍ୟାକାଣ୍ଡ…

କନ୍ଧମାଳ ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ କଏଦୀ ଫେରାର

ବାଲିଗୁଡ଼ା(କେନ୍ଯୁଜ୍): କାରାଗାରରୁ କଏଦୀ ଫେରାର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛି। କଏଦୀ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଟୁକୁନା ମଳିକ। ସେ ଏକ ହତ୍ୟା ଘଟଣାରେ ଦୀର୍ଘ ଦେଢ ବର୍ଷ ହେବ ବାଲିଗୁଡ଼ା ଉପଖଣ୍ଡ କାରାଗାରରେ ବିଚାରଧୀନ କଏଦୀ…