Below header
Browsing Tag

prisoners

ସାଧାରଣତନ୍ତ୍ର ଦିବସରେ କଏଦୀଙ୍କୁ ହରିୟାଣା ସରକାରଙ୍କ ଉପହାର, ୨ ମାସର ଦଣ୍ଡ କୋହଳ

ହରିୟାଣା ସରକାର ସାଧାରଣତନ୍ତ୍ର ଦିବସରେ ଜେଲ୍‌ର କଏଦୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର କଏଦୀମାନଙ୍କ ଦଣ୍ଡ କୋହଳ କରିବାକୁ ଘୋଷଣା କରିଛନ୍ତି । ଦଣ୍ଡରେ ୩୦ରୁ ୬୦ ଦିନର ବିଶେଷ ଛାଡ ଦେବାକୁ ଘୋଷଣା କରାଯାଇଛି । ଏକ ଅଫିସିଆଲ ବୟାନରେ ଗୁରୁବାର ଏହି ସୂଚନା ଦିଆଯାଇଛି । ଅବଶ୍ୟ, ଦୀର୍ଘ…

ଜେଲ ଭିତରେ ପାର୍ଟି! କଏଦୀଙ୍କ ସାମ୍ନାରେ ଅତି କଦର୍ଯ୍ୟ ଭାବେ ନାଚୁଥିଲେ ମହିଳା ଡ୍ୟାନ୍ସର; ଲିକ୍‌ ଭିଡିଓ ଖୋଲିଦେଲା…

ବ୍ରାଜିଲର ଏକ ଜେଲ ଭିତରୁ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ପୁରୁଷ ଅନ୍ତେବାସୀମାନଙ୍କୁ ମହିଳା ଡ୍ୟାନ୍ସର ମନୋରଞ୍ଜନ କରୁଥିବାର ଦେଖା ଯାଉଛି। ଏହି ଫୁଟେଜଟି ଲିକ୍‌ ହେବା ପରେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି, ଯେଉଁ କାରଣରୁ ଜେଲର ଅଧିକାରୀମାନଙ୍କୁ ଲଜ୍ଜିତ ହେବାକୁ…