ବୟସ ମାତ୍ର ୧୫ କିନ୍ତୁ ଦେଖାଯାନ୍ତି ୬୦ ବର୍ଷୀୟା, ଲୋକମାନଙ୍କ କଥା ଶୁଣି ଶୁଣି ଶେଷରେ ଯୁବତୀ କଲେ ଏପରି କାମ
ଆପଣ ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର "ପା" ଦେଖିଥିବେ ନିଶ୍ଚୟ ଯେଉଁଥିରେ ତାଙ୍କର ବୟସ ଥିଲା କମ କିନ୍ତୁ ଲାଗୁଥିଲେ ଜଣେ ବୁଢାଙ୍କ ଭଳି । ତେବେ ଠିକ ଏହିପରି ଏକ ଘଟଣା ପ୍ରକୃତରେ ଦେଖିବାକୁ ମିଳିଛି ଚୀନରେ । ଏଠାରେ ସ୍କୁଲରେ ପାଠ ପଢ଼ୁଥିବା ଜଣେ ବାଳିକା ଯାହାର ବୟସ ୧୫ ବର୍ଷ କିନ୍ତୁ…