Below header
Browsing Tag

public protest

କେନ୍ଦୁଝର: ୮ ବର୍ଷର ନାବାଳିକାକୁ କଚାଡି ମାରିଦେଲା ହାତୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦୁଝର(କେନ୍ୟୁଜ୍): ନାବାଳିକାକୁ ହାତୀ କଚାଡି ମାରିବା ପ୍ରତିବାଦରେ ରାସ୍ତାରୋକ। କେନ୍ଦୁଝର ଜିଲ୍ଲା ସାହରପଡ଼ା ବ୍ଳକ୍‌ ତେଣ୍ଡେରା ହରିହରପୁର ଗାଁର ୮ ବର୍ଷର ନାବାଳିକାକୁ ହାତୀ କଚାଡି ମାରି ଦେଇଥିଲା। ନାବାଳିକା ମୃତ୍ୟୁ ନେଇ କ୍ଷତିପୂରଣ ଦାବିରେ ୨୨୦ ନମ୍ବର ରାଜପଥ ବଡବିଲ ନିକଟରେ…

ଢେଙ୍କାନାଳ: ବ୍ଲକ୍‌ କାର୍ଯ୍ୟାଳୟରେ ଚାଲିଥିବା ଜନଶୁଣାଣି କାର୍ଯ୍ୟକ୍ରମକୁ ବିରୋଧ, ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ…

ଢେଙ୍କାନାଳ(କେନ୍ୟୁଜ୍): ଓଡ଼ାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ଚାଲିଥିବା ଜନଶୁଣାଣି କାର୍ଯ୍ୟକ୍ରମକୁ ବିରୋଧ । ଓଡ଼ପଡ଼ା ଓ ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଶତାଧିକ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । ଗତ କିଛି ଦିନ ହେବ ବେଆଇନ ଖଣି ଖନନ ମାମଲାରେ ୧୪ ଜଣ ଖଣି ଓ…