Browsing Tag

punjab road accident

ପଞ୍ଜାବ: ଟ୍ରକ ସହିତ ପିଟିହେଲା କାର, ଭୟଙ୍କର ନିଆଁରେ ଚାଲିଗଲା ୫ ଜଣଙ୍କ ଜୀବନ

ପଞ୍ଜାବର ସଙ୍ଗରୁରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ରାଜ୍ୟର ସୁନାମ ରୋଡରେ ଏକ ଟ୍ରକ ସହ କାର ଧକ୍କା ହେବା ପରେ ଖୁବ ଜୋରରେ ନିଆଁ ଲାଗିଥିଲା । ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ଜୀବନ ଯାଇଥିବା ନେଇ ରିପୋର୍ଟ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କାର ନିଆଁ ଏତେ…