ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା, ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ପୌରପ୍ରଶାସନର ନିର୍ଦ୍ଦେଶ
ପୁରୀ: ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା। ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ନିର୍ଦ୍ଦେଶ। ସମସ୍ତ ଅସ୍ଥାୟୀ ଦୋକାନ ଓ କ୍ୟାବିନ୍ ଉଠାଇବାକୁ ପୌରପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହାସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସ୍ଥାୟୀ ଦୋକାନ ଖାଲି କରିବାକୁ କୁହାଯାଇଛି।…