Below header
Browsing Tag

puri sahi jata

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ

ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ କଳା ହରଣ ନୀତି ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏହି ଚରିତ୍ର ଗୁଡିକ…

ପ୍ରସିଦ୍ଧ ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ର, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ଉତ୍କଳୀୟ ସଂସ୍କୃତିର ସମଗ୍ର ଶାଖା ପ୍ରଶାଖାର ମୂଳ ହେଲା ଶ୍ରୀମନ୍ଦିର । ନୃତ୍ୟ, ସଂଗୀତ, ବୀରତ୍ୱ ପ୍ରସଙ୍ଗ ଅଥବା ଶାରୀରିକ କୌଶଳ ଏ ସବୁର ଆଦ୍ୟ ହେଲେ ମହାପ୍ରଭୁ ନିଜେ । ଶ୍ରୀକ୍ଷେତ୍ରର ସାହିଯାତ ଏ ସବୁ କଳାର ଏକ ପ୍ରଧାନ ଅଙ୍ଗ, ଯାହାକି ଆରମ୍ଭ ହୁଏ ପବିତ୍ର ଶ୍ରୀରାମ ନବମୀ ଠାରୁ । ଏହି…

କୋଭିଡ୍‌ ସ୍ଥିତିକୁ ଦେଖି ୨୦ରୁ ୨୫ ଜଣଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ

ପୁରୀ: କୋଭିଡ୍‌ ସ୍ଥିତିକୁ ଦେଖି ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ଅନୁଷ୍ଠିତ ହେବ ପୁରୀର ପ୍ରସିଦ୍ଧ ସାହିଯାତ । ସମସ୍ତ ନୀତିକାନ୍ତି ଯେଭଳି ପାଳନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସର୍ବନିମ୍ନ ୨୦ରୁ ୨୫ ଜଣଙ୍କୁ ଯାତ୍ରାରେ ସାମିଲ ହେବା ପାଇଁ ଅନୁମତି ପତ୍ର ଦେବେ ଉପଜିଲ୍ଲାପାଳ ।…