Browsing Tag

rabindra medicine

ଭୁବନେଶ୍ବର: ବନ୍ଦ ହେଲା ବାପୁଜୀନଗର ରବିନ୍ଦ୍ର ମେଡିସିନ୍ ଷ୍ଟୋର, ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଏମସି…

ଭୁବନେଶ୍ବର(କେନ୍ୟୁଜ୍): ବନ୍ଦ ହେଲା ବାପୁଜୀ ନଗରରେ ଥିବା ରବିନ୍ଦ୍ର ମେଡିକାଲ ଷ୍ଟୋର। ଦୋକାନରେ  କାମ କରୁଥିବା ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା  ପରେ ବିଏମସି କଲା  ସିଲ୍ । ବାକି ଅନ୍ୟ ୧୩ ଜଣ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ କରାଯାଇଛି କିନ୍ତୁ ସେମାନଙ୍କ ରିପୋର୍ଟ ଆସିନାହିଁ ବୋଲି…