Below header

ଭୁବନେଶ୍ବର: ବନ୍ଦ ହେଲା ବାପୁଜୀନଗର ରବିନ୍ଦ୍ର ମେଡିସିନ୍ ଷ୍ଟୋର, ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବିଏମସି କଲା  ସିଲ୍

ଭୁବନେଶ୍ବର(କେନ୍ୟୁଜ୍): ବନ୍ଦ ହେଲା ବାପୁଜୀ ନଗରରେ ଥିବା ରବିନ୍ଦ୍ର ମେଡିକାଲ ଷ୍ଟୋର। ଦୋକାନରେ  କାମ କରୁଥିବା ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା  ପରେ ବିଏମସି କଲା  ସିଲ୍ । ବାକି ଅନ୍ୟ ୧୩ ଜଣ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ କରାଯାଇଛି କିନ୍ତୁ ସେମାନଙ୍କ ରିପୋର୍ଟ ଆସିନାହିଁ ବୋଲି ସୂଚନା  ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.