ନୟାପଲ୍ଲୀ ଜମି ଜବରଦଖଲ ଘଟଣ : ମାଷ୍ଟରମାଇଣ୍ଡ ରାଘବ ଜେନାକୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍
ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଜମି ପଜେସନ୍ ଗ୍ୟାଙ୍ଗର କିଙ୍ଗପିନ୍ ଗିରଫ । ମାସେରୁ ଅଧିକ ଦିନ ଲୁଚକାଳି ଖେଳ ପରେ ମୁଖ୍ୟ କାର୍ପଟଦାର ରାଘବ ଜେନାକୁ କାବୁ କରିଛି ସ୍ପେଶାଲ ସ୍କ୍ଵାଡ୍ ଓ ନୂଆପଲ୍ଲୀ ଥାନା ପୋଲିସ । ତାର ଜଣେ ସହଯୋଗୀକୁ ବି ଗିରଫ କରାଯାଇଛି । ପୁରୀ ଜିଲ୍ଲାର ଏକ…