Below header
Browsing Tag

raidamodar puja

ଅକ୍ଟୋବର ୧୦ରୁ ରାଇଦାମୋଦର ପୂଜା ଆରମ୍ଭ, ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କଲେଣି ୨୯୨୦ ଜଣ ହବିଷ୍ୟାଳୀ

ପୁରୀ(କେନ୍ୟୁଜ୍): ଅକ୍ଟୋବର ୧୦ରୁ ଆରମ୍ଭ ହେଉଛି ରାଇଦାମୋଦର ପୂଜା । ପୁରୀରେ ରହି ବ୍ରତ ପାଳିବେ ହବିଷ୍ୟାଳୀ । ପୁରୀରେ ହବିଷ୍ୟାଳୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀଙ୍କ…