Below header
Browsing Tag

railway sewa

ବନ୍ଧୁ ଟ୍ରେନରେ ଛାଡି ଆସିଥିଲେ ଦୁଇ କେଜି ମିଠାଦହି, ଟୁଇଟ ପରେ ରେଲୱେ ଦେଲା ଏପରି ଉତ୍ତର

ଭାରତୀୟ ରେଳବାଇ ଟ୍ରାକରେ ଠିକ ସମୟରେ ନ ପହଞ୍ଚିପାରେ ସତ କିନ୍ତୁ ସୋସିଆଲ ମିଡିଆରେ ଏହା ସବୁବେଳେ ଆକ୍ଟିଭ ହୋଇ ରହିଥାଏ । ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ରେଲୱେର ଖୁବ ତାରିଫ କରାଯାଇଥିଲା । ଘଟଣା ଏହା ଥିଲା ଯେ ଏକ ପୁଅ ଯାତ୍ରା କରିବା ସମୟରେ ତାଙ୍କ ମା'ଙ୍କ ସହ ଫୋନରେ ଯୋଗାଯୋଗ…