ନିଆରା ଢଙ୍ଗରେ ରଜ ପାଳନ୍ତି ମୟୂରଭଞ୍ଜ ବାସିନ୍ଦା, ଏବେ ଠୁ ଚାଲିଲାଣି ପ୍ରସ୍ତୁତି
ଉଦଳା: ଦିନକ ପରେ ରଜ, ସେଥିପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି । ଗାଁଠୁ ସହର ସବୁଠି ରଜର ମହକ ଦେଖିବାକୁ ମିଳୁଛି । ଏବେ ଠୁ ସମସ୍ତେ ଲାଗି ପଡିଛନ୍ତି ନିଜ ନିଜ କାମରେ । ରଜ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ରଜକୁ ଆନନ୍ଦ ଉଲ୍ଲାସରେ ପାଳନ କରିବା ପାଇଁ ସବୁଠି ଚାଲିଛି ପ୍ରସ୍ତୁତି ।…