Browsing Tag

rakhee gulzar

ଦିନେ ରୂପେଲି ପରଦାରେ ଚମକୁଥିବା ଏହି ଅଭିନେତ୍ରୀ ଆଜି ଜିଉଁଛନ୍ତି ଗୁମନାମ୍ ଜୀବନ, ଜାଣନ୍ତୁ କିଏ ଅଛନ୍ତି କେମିତି

ବଲିଉଡ ଏକ ଏଭଳି ରଙ୍ଗମଞ୍ଚ ଯାହା କଳାକାରଙ୍କୁ କେତେବେଳେ ଆକାଶଛୁଆଁ ସଫଳତା ଦିଏ ତ ଆଉ କେତେବେଳେ କଚାଡି ଦିଏ ଭୂମିରେ। ଥରେ ଯିଏ ସିନେମା ଜଗତ ମାୟାରେ ପଡ଼ିଛି ସେ ଆଉ କେବେ ବି ପଛକୁ ବୁଲି ଦେଖିନି। ଧୀରେ ଧୀରେ ସଫଳତାର ସିଡ଼ି ଚଢି କେବଳ ଆଗକୁ ହିଁ ଯାଇଛି। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ହାତୀ…