Browsing Tag

ramachandra das

ଅଦରକାରୀ କାଠକୁ ଜୀବନ ଦାନ ଦେଉଛନ୍ତି ରାମଚନ୍ଦ୍ର, ତିଆରି କରୁଛନ୍ତି ବିଭିନ୍ନ ମୂର୍ତ୍ତି

ଯାଜପୁର ଟାଉନ୍ : ସେ ଏକାଧାରାରେ ଜଣେ କବି,ଗାଳ୍ପକି,ସାହିତ୍ୟିକ ଏବଂ କାଠ ଶିଳ୍ପୀ । ସରକାରୀ ଚାକିରିରୁ ଅବସର ନେବା ପରେ ସେ ନିଜର ବୃତିକୁ ଛାଡି ଏବେ ପ୍ରବୃତିକୁ ଜାରି ରଖିଛନ୍ତି । ଏ ହେଉଛି ଯାଜପୁର ଦଶରଥପୁର ଗାଁର ଏମିତି ଏକ କାରୀଗରଙ୍କ କଥା ଯାହାଙ୍କୁ ଜିଲ୍ଲା ଓ ରାଜ୍ୟ ବାହାରେ ମିଳିଛି…