Below header
Browsing Tag

rana pratap body

କଥା ଦେଇଥିଲେ ଜାନୁଆରୀରେ ଆସିବେ ବାପା-ମାଆଙ୍କୁ ତୀର୍ଥରେ ନେବେ, କିନ୍ତୁ ପଞ୍ଚଭୂତରେ ବିଲୀନ ହେଇଗଲେ ବୀରପୁତ୍ର

କେନ୍ୟୁଜ୍(ବ୍ୟୁରୋ):କଥା ଦେଇଥିଲେ ଜାନୁଆରୀରେ ଆସିବେ । ବାପା-ମାଆଙ୍କୁ ତୀର୍ଥରେ ନେବେ ଦକ୍ଷିଣ ଭାରତ । ହେଲେ ତା ଆଗରୁ ଆସିଲା ବୀରପୁତ୍ରର ମରଶରୀର । ପୁଅ ଦେଇଥିବା କଥା କଥାରେ ରହିଗଲା । ବାଛି ବାଛି ବାପାମାଆ ନାଁ ରଖିଥିଲେ ରାଣା ପ୍ରତାପ । ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର…

ଆଜି ଓଡ଼ିଶା ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ମରଶରୀର, ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି

ତାଳଚେର(କେନ୍ଯୁଜ୍): ଆଜି ଓଡ଼ିଶା ପହଞ୍ଚିବ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ମରଶରୀର । ଗାଁ ମାଟି ତାଳଚେର କୃଷ୍ଣଚନ୍ଦ୍ରପୁରରେ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ପାଇଁ ଜନ୍ମାମାଟିରେ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଣା ପ୍ରତାପଙ୍କ ପାର୍ଥିବ ଶରୀର ଆଜି ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବ ବୋଲି…