Below header
Browsing Tag

ranger in vigilance net

ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର, ଅଫିସ କାରରୁ ଜବତ ହେଲା ୧ ଲକ୍ଷ ୫୮ ହଜାର ଟଙ୍କା

ବ୍ରହ୍ମପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର। କାହ୍ନ ଚରଣ ପଟ୍ଟନାୟକଙ୍କ କାରରୁ ଜବତ ହେଲା ୧ ଲକ୍ଷ ୫୮ ହଜାର ଟଙ୍କା । ଅଫିସ ଗାଡ଼ିରେ ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବାବେଳେ ଗଣିଆ ନାଳ ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ ଟିମ୍‌। ଗାଡ଼ିରୁ ଯାଞ୍ଚ ବେଳେ ମିଳିଲା ଟଙ୍କା।…

ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ବଲାଙ୍ଗିର ଡେପୁଟି ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ…

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବଲାଙ୍ଗିରର ଡେପୁଟି ରେଞ୍ଜର କେଶବ ନାୟକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଚଢାଉ କରାଯାଇଛି । କେଶବଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ବ୍ୟାଙ୍କ…