ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର, ଅଫିସ କାରରୁ ଜବତ ହେଲା ୧ ଲକ୍ଷ ୫୮ ହଜାର ଟଙ୍କା

ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର। କାହ୍ନ ଚରଣ ପଟ୍ଟନାୟକଙ୍କ କାରରୁ ଜବତ ହେଲା ୧ ଲକ୍ଷ ୫୮ ହଜାର ଟଙ୍କା । ଅଫିସ ଗାଡ଼ିରେ ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବାବେଳେ ଗଣିଆ ନାଳ ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ ଟିମ୍‌। ଗାଡ଼ିରୁ ଯାଞ୍ଚ ବେଳେ ମିଳିଲା ଟଙ୍କା।

ବ୍ରହ୍ମପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର। କାହ୍ନ ଚରଣ ପଟ୍ଟନାୟକଙ୍କ କାରରୁ ଜବତ ହେଲା ୧ ଲକ୍ଷ ୫୮ ହଜାର ଟଙ୍କା । ଅଫିସ ଗାଡ଼ିରେ ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବାବେଳେ ଗଣିଆ ନାଳ ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ ଟିମ୍‌। ଗାଡ଼ିରୁ ଯାଞ୍ଚ ବେଳେ ମିଳିଲା ଟଙ୍କା। ତେବେ ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ରେଞ୍ଜର। ଫଳରେ ଟିମ୍‌ ତାଙ୍କୁ ଅଟକ ରଖି ତଦନ୍ତ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘର ଓ ଅଫିସରେ ରେଡ୍‌। ରାତି ଅଧରୁ ଭିଜିଲାନ୍ସର ୬ ଜଣିଆ ଟିମ୍‌ ଚଢାଉ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.