Browsing Tag

VIGILANCE TRAP

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ, ୫ଟି କାମରେ ବିଲ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ 

 କଳାହାଣ୍ଡି:  ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ୫ଟି କାମରେ ବିଲ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ  । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ହୋଇଥିବା ୫ଟି କାମର ବିଲ କରିଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଠିକାଦାର…

କୋଟିପତି କନିଷ୍ଠ ଯନ୍ତ୍ରୀ : ୧୧ଟି ପ୍ଲଟ, ୧୦ ହଜାର ବର୍ଗଫୁଟର ୩ ମହଲା କୋଠା

କୋଟିପତି କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗ ଜେଇ ସଂଜୟ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ବେଳେ ଠାବ ହେଲା ମାଳ ମଳ ପ୍ଲଟ୍ । ଗୋଟିଏ କି ଦୁଇଟି ନୁହେଁ, ୧୧ଟି ପ୍ଲଟ ରଖିଛନ୍ତି ସଞ୍ଜୟ ମହାନ୍ତି । ଜଳେଶ୍ବର ଟାଉନର ବିଭିନ୍ନ ସ୍ଥାନରେ…

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ

ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ ଜିଲ୍ଲା…

ଗିରଫ ହେଲେ ଅବକାରୀ ଅଧିକ୍ଷକ ଗଙ୍ଗା, ଆୟ ଠାରୁ ୨୦୮ % ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ଗିରଫ ହେଲେ ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ନିଜ ଆୟ ଠାରୁ ୨୦୮ % ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଗଙ୍ଗା । ଜୟପୁର ସହରରେ ରହିଛି ଦୁଇଟି ବହୁତଳ ପ୍ରାସାଦ ଓ ୫ ଟି ପ୍ଲଟ। ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ। ଦୁଇଟି ଚାରି…

ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ କନେଷ୍ଟବଳ ନେଉଥିଲେ ୬ଲକ୍ଷ ଟଙ୍କା ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍):ଭିଜିଲାନ୍ସ ଜାଲରେ କନେଷ୍ଟବଳ । ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲେ ବୌଦ୍ଧ DVF କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁ । ୬ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ମୋଟା ଅଙ୍କର ଟଙ୍କା କାରବାର ନେଇ ପୂର୍ବରୁ ସୂଚନା ପାଇଥିଲା ବୌଦ୍ଧ ଭିଜିଲାନ୍ସ । ପେଞ୍ଜାବଳି…

ଭିଜିଲାନ୍ସ ଜାଲରେ ଆରାଇ, ମିଉଟେଶନ ପାଇଁ ଛ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଜଗତସିଂହପୁର : କଟକ ଓ ଜଗତସିଂହପୁର ଭିଜିଲାନ୍ସ ବିଭାଗର ମିଳିତ ଚଢାଉ | ଭିଜିଲାନ୍ସ ଜାଲରେ ଆରାଇ | ମିଉଟେଶନ ପାଇଁ ଛ ହଜାର ଟଙ୍କା ନେଉଥିଲେ ଲାଞ୍ଚ | ଜଗତସିଂହପୁର ଜିଲ୍ଲା ଏରସମା ଗୋଡା ସର୍କଲର ଆରାଇ ନୃସିଂହ ଚରଣ ରାଉତଙ୍କୁ ଧରିଲା ଭିଜିଲାନ୍ସ | ଛ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭିଜିଲାନ୍ସ ଜାଲରେ ଅମିନ, ୩୩୦୦ ଟଙ୍କା ନେଉଥିଲେ ଲାଞ୍ଚ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଲାଞ୍ଚୁଆ ଅମିନ। ୩୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ବାଲେଶ୍ଵର-ମୟୁରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ଦାସ। ଚିତ୍ତରଞ୍ଜନ ମହାନ୍ତଙ୍କ ଜମିଜମା ବନ୍ଦୋବସ୍ତ କପି ବାହାର କରିବା ପାଇଁ ଅମିନ ମାନସ ଦାସ…

ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର, ଅଫିସ କାରରୁ ଜବତ ହେଲା ୧ ଲକ୍ଷ ୫୮ ହଜାର ଟଙ୍କା

ବ୍ରହ୍ମପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର। କାହ୍ନ ଚରଣ ପଟ୍ଟନାୟକଙ୍କ କାରରୁ ଜବତ ହେଲା ୧ ଲକ୍ଷ ୫୮ ହଜାର ଟଙ୍କା । ଅଫିସ ଗାଡ଼ିରେ ଦିଗପହଣ୍ଡିରୁ ବ୍ରହ୍ମପୁର ଯାଉଥିବାବେଳେ ଗଣିଆ ନାଳ ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ ଟିମ୍‌। ଗାଡ଼ିରୁ ଯାଞ୍ଚ ବେଳେ ମିଳିଲା ଟଙ୍କା।…

ଭିଜିଲାନ୍ସ ହାତରେ ଧରାପଡିଲେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ

ଭଂଜନଗର(କେନ୍ୟୁଜ୍): ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ , ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ (BVO) ରବିନାରାୟଣ ସାହୁ । ଭ୍ରାମ୍ୟମାଣ ଗାଡିର ପୁନଃ ନବୀକରଣ ପାଇଁ , ଗାଡ଼ି ମାଲିକଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଲାଞ୍ଚ ନେଇ କନିଷ୍ଠ ଯନ୍ତ୍ରୀ ଗିରଫ

ନୂଆପଡା(କେନ୍ୟୁଜ):  ଆବାସ ଯୋଜନାରେ ଘରର ଫାଇନାଲ ବିଲ ପାସ୍‌ କରିବାକୁ ଲାଞ୍ଚ ନେଇ କନିଷ୍ଠ ଯନ୍ତ୍ରୀ ଗିରଫ। ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ଖଡିଆଳ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ। ଖଡିଆଳ ଏନଏସି ୧୨ ନମ୍ବର ୱାର୍ଡର ସୁରଜ…

ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର

ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ । ମୟୂରଭଞ୍ଜ କରଞ୍ଜିଆ ବାସଭବନରେ ଚାଲିଛି ଭିଜିଲାନ୍ସ ରେଡ୍‌ । ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ରେଡ୍‌ କରୁଛନ୍ତି । କରଞ୍ଜିଆ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଏବଂ ଭଦ୍ରକ…

ଥାନା ବାବୁଙ୍କ ଅମାପ ସମ୍ପତ୍ତି, ଭିଜିଲାନ୍ସ ଚଢ଼ାଉ ଜାରି

ଥାନା ବାବୁଙ୍କ ଅମାପ ସମ୍ପତ୍ତି । ବରଗଡ଼ ଗାଇସିଲେଟ ଥାନା IIC ବୀରବର ଭଗତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍‌ । ସମ୍ବଲପୁର ଅଇଁଠାପାଲିରେ ୭୭ ଲକ୍ଷ ଟଙ୍କାର ଦୁଇ ମହଲା ଘର । ସମ୍ବଲପୁର କବରପାଲିରେ ୨୧ ଲକ୍ଷ ଟଙ୍କାର ଫାର୍ମ ହାଉସ । ସମ୍ବଲପୁର, ବଣେଇ, ସୁନ୍ଦରଗଡ଼ରେ ରହିଛି ୧୦ଟି ପ୍ଲଟ ।…