ଭିଜିଲାନ୍ସ ହାତରେ ଧରାପଡିଲେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ

ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ , ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ (BVO) ରବିନାରାୟଣ ସାହୁ । ଭ୍ରାମ୍ୟମାଣ ଗାଡିର ପୁନଃ ନବୀକରଣ ପାଇଁ , ଗାଡ଼ି ମାଲିକଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଭଂଜନଗର(କେନ୍ୟୁଜ୍): ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ , ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ (BVO) ରବିନାରାୟଣ ସାହୁ । ଭ୍ରାମ୍ୟମାଣ ଗାଡିର ପୁନଃ ନବୀକରଣ ପାଇଁ , ଗାଡ଼ି ମାଲିକଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.