ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ କନେଷ୍ଟବଳ ନେଉଥିଲେ ୬ଲକ୍ଷ ଟଙ୍କା ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ପେଞ୍ଜାବଳି ଗାଁରେ ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କ ଠାରୁ ୬ଲକ୍ଷ ଟଙ୍କା ନେଇ ଆସୁଥିଲେ । ପୂର୍ବ ଯୋଜନା ଅନୁଯାୟୀ ବାଘିଆପଡାରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। କନେଷ୍ଟବଳଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।

କଟକ(କେନ୍ୟୁଜ୍):ଭିଜିଲାନ୍ସ ଜାଲରେ କନେଷ୍ଟବଳ । ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲେ ବୌଦ୍ଧ DVF କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁ । ୬ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ମୋଟା ଅଙ୍କର ଟଙ୍କା କାରବାର ନେଇ ପୂର୍ବରୁ ସୂଚନା ପାଇଥିଲା ବୌଦ୍ଧ ଭିଜିଲାନ୍ସ ।

ପେଞ୍ଜାବଳି ଗାଁରେ ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀଙ୍କ ଠାରୁ ୬ଲକ୍ଷ ଟଙ୍କା ନେଇ ଆସୁଥିଲେ । ପୂର୍ବ ଯୋଜନା ଅନୁଯାୟୀ ବାଘିଆପଡାରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍। କନେଷ୍ଟବଳଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି । ପୂର୍ବରୁ ଜଣେ ଫରେଷ୍ଟ ଗାର୍ଡଙ୍କୁ ଗୁଳି ମାରିଥିବା ନେଇ କନେଷ୍ଟବଳଙ୍କ ନାଁରେ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.