ଭିଜିଲାନ୍ସ ଜାଲରେ ଆରାଇ, ମିଉଟେଶନ ପାଇଁ ଛ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କଟକ ଓ ଜଗତସିଂହପୁର ଭିଜିଲାନ୍ସ ବିଭାଗର ମିଳିତ ଚଢାଉ | ଭିଜିଲାନ୍ସ ଜଳରେ ଆରାଇ |

ଜଗତସିଂହପୁର : କଟକ ଓ ଜଗତସିଂହପୁର ଭିଜିଲାନ୍ସ ବିଭାଗର ମିଳିତ ଚଢାଉ | ଭିଜିଲାନ୍ସ ଜାଲରେ ଆରାଇ | ମିଉଟେଶନ ପାଇଁ ଛ ହଜାର ଟଙ୍କା ନେଉଥିଲେ ଲାଞ୍ଚ | ଜଗତସିଂହପୁର ଜିଲ୍ଲା ଏରସମା ଗୋଡା ସର୍କଲର ଆରାଇ ନୃସିଂହ ଚରଣ ରାଉତଙ୍କୁ ଧରିଲା ଭିଜିଲାନ୍ସ | ଛ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ | ଜମି ମିଉଟେଶନ କରିଦେବା ପାଇଁ ନେଉଥିଲେ ଲାଞ୍ଚ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.