Browsing Tag

VIGILANCE TRAP

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ କେନ୍ଦ୍ରାପଡ଼ା ଏଏସ୍‌ଆଇ

କେନ୍ଦ୍ରାପଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସଦର ଥାନା ଏ ଏସ ଆଇ ପୃଥ୍‌ୱୀରାଜ ମିଶ୍ର । ଏକ କେଶ ର ଚାର୍ଜସିଟ ଦେବା ପାଇଁ ୭ ହଜାର ଦାବି କରିଥିଲେ। ଏହି ଅର୍ଥ ନେବା ବେଳେ ପୃଥ୍‌ୱୀରାଜକୁ କାବୁ କରି କରିଥିଲେ ଭିଜିଲାନ୍ସ ଟିମ। କଟକରୁ ୯ ଜଣିଆ ଭିଜିଲାନ୍ସ…

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ହେଲେ ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ 

ଖୋର୍ଦ୍ଧା(କେନ୍ୟୁଜ): ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ହେଲେ ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳ । ବିଲ୍ ପାସ୍ କରାଇଦେବାକୁ ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।…

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜ୍ୟ ପ୍ରଦୂଷଣ ବୋର୍ଡର ଜଣେ ଅଫିସର । ରାଉରକେଲାରୁ ଭୁବନେଶ୍ୱର ଟଙ୍କା ନେଇ ଆସୁଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଲକ୍ଷେ ୭୫ ହଜାର ଟଙ୍କା ଜବତ ହୋଇଥିବା ବେଳେ ସେ ତାହାର ହିସାବ ଦେଇ ପାରିନଥିଲେ…

କେନ୍ଦୁଝର : ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ୧୦ ଲକ୍ଷ ଟଙ୍କା ନିଜ ସାଙ୍ଗରେ ନେଇ ଯାଉଥିବା ବେଳେ ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ । ହେଲେ ଯନ୍ତ୍ରୀ ଜଣକ ଉକ୍ତ ଟଙ୍କାର ହିସାବ ଦେଇ ପାରିନାହାଁନ୍ତି । ଫଳରେ ଏନେଇ ଉକ୍ତ ଯନ୍ତ୍ରୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ।…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତର

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଜଣେ ଡାକ୍ତର ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଜଣେ ବ୍ୟକ୍ତିଙ୍କ ଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନେଇ ଏହି ଲାଞ୍ଚ ନେଉଥିଲେ । ହେଲେ ଠିକଣା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଉକ୍ତ ଡାକ୍ତର । ସୂଚନାନୁଯାୟୀ, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ…

ଢେଙ୍କାନାଳ: ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନିହଲପ୍ରସାଦ ଥାନା ଆଇଆଇସିଙ୍କୁ ଧରିଲା ଭିଜିଲାନ୍ସ

କେନ୍ୟୁଜ୍(ବ୍ୟୁରୋ):  ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସି । ସ୍ଥାନୀୟ ଅଞ୍ଚଳର ଅଇଁଠା ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନସ ହାତରେ ଧରାପଡିଛନ୍ତି ଆଇଆଇସି ଚିତ୍ତରଞ୍ଜନ ବେହେରା । ଏକ ଯୌତୁକ ନିର‌୍ୟ୍ୟାତନା…

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା…

କଳାହାଣ୍ଡି(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତୀଶ ବିଶ୍ୱାଳ । ଆଦର୍ଶ ବିଦ୍ୟାଳୟରେ ଚୌକିଦାର ଚାକିରି କରାଇ ଦେବାକୁ କହି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।…

ବିଲ୍‌ ପାସ୍‌ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ, ଡିପିଏମ୍‌ଙ୍କୁ ଧରିଲା ଭିଜିଲାନ୍‌ସ

ମାଲକାନଗିରି (କେ ନ୍ୟୁଜ୍‌) : ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ସିଡିଏମଓ କାର୍ଯ୍ୟାଳୟରେ ଚଢାଉ। ଏନଆରଏଚଏମ ର ଡିପିଏମ ସୁଦୀପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ୍‌ କରିବା ପାଇଁ…

ଭିଜିଲାନ୍ସ ଜାଲରେ ୫ କୋଟି ଟଙ୍କାର ସମ୍ପତ୍ତି ଥିବା ହିନ୍ଦୀ ମାଷ୍ଟର, ବ୍ରହ୍ମପୁରରେ ୩ କୋଟି ଟଙ୍କାର ଦୁଇଟି ବିଲ୍ଡିଂ ଓ…

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ୫ କୋଟି ଟଙ୍କା ସଂପତ୍ତି ଥିବା ହିନ୍ଦୀ ମାଷ୍ଟର। ଶିକ୍ଷକ ଜଣକ ହେଉଛନ୍ତି  ଗଂଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଦା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ  ଅଭିଯୋଗରେ ଭିଜିଲାନ୍ସ ଆଜି ବ୍ରହ୍ମପୁର, ଭୁବନେଶ୍ୱର…

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ଉପଜିଳ୍ଲାପାଳ ଅଫିସର ହେଡ୍ କ୍ଲର୍କ ,୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା…

ଖୋର୍ଦ୍ଧା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଉପଜିଳ୍ଲାପାଳ ଅଫିସର ହେଡ୍ କ୍ଲର୍କ ତପନ କୁମାର ନାୟକ। ମିଳିଥିବା ସୂଚନା ମୁତାବକ ଜମି ବିକିବା ପରିମିଶନ ପାଇଁ  ରାଜା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ରାଜା ଏବାବଦରେ ଖୋର୍ଦ୍ଧା …

ମାଲକାନଗିରି ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଭିଜିଲାନ୍ସ ଦ୍ୱାରା ଗିରଫ

ଜୟପୁର (କେ ନ୍ୟୁଜ୍‌) : ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମାଲକାନଗିରି ଯୋଗାଣ ଅଧିକାରୀ । ସିଏସ୍‌ଓ ଅଭିମନ୍ୟୁ ମହାନ୍ତିଙ୍କ ଠାରୁ କେରାପୁଟ ଭିଜିଲାନ୍ସ ଡିଭିଜିନ୍‌ ଅଧିକାରୀମାନେ ନଗଦ ୧ ଲକ୍ଷ ୯୧ ହଜାର ୧୪୦ ଟଙ୍କା ଜବତ କରିଛନ୍ତି । ତାଙ୍କ କାର୍‌ରୁ ୧ ଲକ୍ଷ ୭୯ ହଜାର ୧୪୦ ଟଙ୍କା ଏବଂ ତାଙ୍କ…

ଭିଜିଲାନ୍ସ ଜାଲରେ ବାଲେଶ୍ୱର ASI, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ନରହରି ମହାଳିକ୍‌

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଏଏସଆଇ । ବାଲୁବଜାର ଅଞ୍ଚଳର ସକିଲ ଅହମଦଙ୍କଠାରୁ ଜମିଜମା ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଭିଯୁକ୍ତ ହେଲେ ବାଲେଶ୍ୱର ଟାଉନ ଥାନାର ଏଏସଆଇ ନରହରି ମହାଳିକ୍‌ । ନରହରି ପୂର୍ବରୁ ସକିଲଙ୍କ ଠାରୁ…