Below header

ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ବଲାଙ୍ଗିର ଡେପୁଟି ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢାଉ ଜାରି

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବଲାଙ୍ଗିରର ଡେପୁଟି ରେଞ୍ଜର କେଶବ ନାୟକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଚଢାଉ କରାଯାଇଛି ।

କେଶବଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ବ୍ୟାଙ୍କ ଆକାଉଣ୍ଟ, ଅଳଙ୍କାରେ, ନଗଦଯଙ୍କା ଜାଗାବାଡି କାଜଗପତ୍ର ଜବତ କରି ସମ୍ପତ୍ତି ଆକଳନ କରୁଛି । ଚଢଉରେ ବଲାଙ୍ଗିର, ସୋନପୁର, ବରଗଡ ଓ ସମ୍ବଳପୁରର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.