Below header
Browsing Tag

reached dharmasala

ପୁରୁଷ ବନ୍ଧୁଙ୍କୁ ଦେଖା କରିବା ପାଇଁ ବିଦେଶରୁ ଦଉଡି ଆସିଲେ ଯୁବତୀ, କିନ୍ତୁ ଯୁବକ କହିଲେ ଏମିତି କଥା

ଫେସବୁକ୍‌ରୁ ବନ୍ଧୁତା। ଏଥିପାଇଁ ବନ୍ଧୁକୁ ଦେଖାକରିବା ପାଇଁ କରୋନା ମହାମାରୀ ସମୟରେ ବିଦେଶରୁ ଦଉଡି ଆସିଲେ ଯୁବତୀ। କିନ୍ତୁ ଯୁବକଙ୍କ ପାଖରେ ପହଞ୍ଚିବା ପରେ ଯୁବକ କହିଲେ, ସେ କେବଳ ମୋ ଫେସବୁକ ବନ୍ଧୁ। ତାଙ୍କ ସହିତ ମୋର କିଛି ସଂପର୍କ ନାହିଁ। ଏମିତି ଏକ ଘଟଣା ଘଟିଛି ହିମାଚଳର ଧର୍ମଶାଳା…