Browsing Tag

red beacon

ଟିକ୍‌ଟକ୍‌ରେ ଲୋକପ୍ରିୟ ହେବା ପାଇଁ କାରରେ ନାଲିବତୀ ଲଗାଇଲା ଯୁବକ, ପୋଲିସ ଧରି ଦେଲା ପାନେ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁ ଆଜିକାର ଯୁବପିଢ଼ି କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ନିକଟରେ ଗୁରୁଗାଓଁରେ ସେହିଭଳି ଏକ ମାମଲା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୭ ବର୍ଷୀୟ ଯୁବକ ଟିକ୍‌ଟକ୍‌ରେ ଲୋକପ୍ରିୟ ହେବା ଚକ୍କରରେ ଥାନାକୁ ଯାଇଛି। ରିପୋର୍ଟ ମୁତାବକ…