Below header
Browsing Tag

reha resham bari

ଫ୍ୟାଶନ ଶୋ’ରେ ଓଡ଼ିଶାର ହୋ ସମ୍ପ୍ରଦାୟର ଝିଅ ରେହା ରେଶମ ବରୀ, ଷ୍ଟେଜରେ ଦେଖାଇଲେ ନିଜର ଜଲଓ୍ୱା

ଜନଜାତି ମହିଳାଙ୍କ ର‍୍ୟାମ୍ପ ଶୋ’ । ଫ୍ୟାଶନ ପ୍ରତିଯୋଗିତାରେ ଭାଗ ନେଲେ ଓଡ଼ିଶାର ହୋ ସମ୍ପ୍ରଦାୟର ଝିଅ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରେହା ରେଶମ ବରୀ । ଜନଜାତି ସମ୍ପ୍ରଦାୟର ମହିଳା ଆଗକୁ ବଢି ପାରୁନଥିବା ବେଳେ ସେ ଏପରି ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି କରିଛନ୍ତି ।…