Below header

ଫ୍ୟାଶନ ଶୋ’ରେ ଓଡ଼ିଶାର ହୋ ସମ୍ପ୍ରଦାୟର ଝିଅ ରେହା ରେଶମ ବରୀ, ଷ୍ଟେଜରେ ଦେଖାଇଲେ ନିଜର ଜଲଓ୍ୱା

ଜନଜାତି ମହିଳାଙ୍କ ର‍୍ୟାମ୍ପ ଶୋ’ । ଫ୍ୟାଶନ ପ୍ରତିଯୋଗିତାରେ ଭାଗ ନେଲେ ଓଡ଼ିଶାର ହୋ ସମ୍ପ୍ରଦାୟର ଝିଅ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରେହା ରେଶମ ବରୀ । ଜନଜାତି ସମ୍ପ୍ରଦାୟର ମହିଳା ଆଗକୁ ବଢି ପାରୁନଥିବା ବେଳେ ସେ ଏପରି ପ୍ରତିଯୋଗିତାରେ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି କରିଛନ୍ତି । ଓଡ଼ିଶାର ରେହା ରେଶମ ବରୀ, ଓ୍ଵାଲ୍‌ଡ ସୁପର ମଡେଲ ଇଣ୍ଡିଆ ୨୦୧୬ର ରନ୍‌ର୍ସପଅ୍‌ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.